ଅବ୍ୟବସ୍ଥାର ଅନ୍ୟ ନାମ କ୍ୟାପିଟାଲ ହସ୍ପିଟାଲ

ଡାକ୍ତର ଆସିଲେନି, ଧାରଣାରେ ବସିଲେ ରୋଗୀ ଭୁବନେଶ୍ୱର: ବୁଧବାର କ୍ୟାପିଟାଲ ହସ୍ପିଟାଲରେ ଦେଖିବାକୁ ମିଳିଥିଲା ଏକ ଅଭା‌ବନୀୟ ଦୃଶ୍ୟ। ବଡ଼ ଆଶାରେ ଡାକ୍ତରଙ୍କୁ ଦେଖା କରିବାକୁ ଆସିଥିବା ରୋଗୀମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ନ୍ୟୁରୋଲୋଜି ବିଭାଗ ପାଇଁ ଉଦ୍ଦିଷ୍ଟ ଓପିଡି କାଉଣ୍ଟର ନିକଟରେ ରୋଗୀମାନଙ୍କୁ ଧାରଣା ଦେଇଥିବା ଦେଖାଯାଇଥିଲା। ସପ୍ତାହକୁ ମାତ୍ର ତିନି ଦିନ ରୋଗୀ ଦେଖୁଥିବା ନ୍ୟୁରୋଲୋଜି ଡାକ୍ତର ଆଜି ପାଳି ଥିବା ସତ୍ତ୍ବେ ଆସିନଥିବାରୁ ରୋଗୀମାନେ … Continue reading ଅବ୍ୟବସ୍ଥାର ଅନ୍ୟ ନାମ କ୍ୟାପିଟାଲ ହସ୍ପିଟାଲ